profile image
by sptnaik
on 4/9/17

Teachers Day

ଗୁରୁବ୍ରହ୍ମା ଗୁରୁବିଷ୍ଣୁଃ ଗୁରୁଦେବ ମହେଶ୍ୱରଃ,
ଗୁରୁଃସାକ୍ଷାତ ପରଂବ୍ରହ୍ମ ତସ୍ମେ
ଶ୍ରିଗୁରବେ ନମଃ ।
ଗୁରୁ ଯିଏ ଅନ୍ଧକାରରୁ ଆଲୁଅର ପଥ ଦେଖାଇଛନ୍ତି।
ଗୁରୁ ଯିଏ ଜ୍ଞାନ ଦର୍ଶନ କରାଇଛନ୍ତି।

ଆଜି ପବିତ୍ର ଗୁରୁଦିବସରେ Dr. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ
ଏବଂ ଗୁରୁମାନଙ୍କୁ ମୋର ନତମତସ୍କ ପ୍ରଣାମ ।